Home » photogallery » festival » CHARIOT CONSTRUCTION WORK STARTS FOR RATH YATRA OF LORD JAGANNATH

Puri News: ଚଳଚଞ୍ଚଳ ରଥ ଖଳା; ଚାଲିଛି କରତିଆ ସେବକଙ୍କ ଦ୍ୱାରା ତୁମ୍ଭ କଟା

ଆଜିଠୁ ଆରଂଭ ହେଲା ରଥ ନିର୍ମାଣ କାର୍ଯ୍ୟ।ଚଳ ଚଞ୍ଚଳ ହୋଇପଡିଛି ରଥ ଖଳା। ଚାଲିଛି କରତିଆ ସେବକଙ୍କ ଦ୍ୱାରା ତୁମ୍ଭ କଟା କାର୍ଯ୍ୟ ।ଗତକାଲି ରଥ ନିର୍ମାଣ ଅନୁକୁଳ ପରେ ବିଶ୍ୱକର୍ମା ମହାରଣା ଲୁହାର କୁରାଢ଼ୀରେ ସ୍ପର୍ଶ ଦେଇ ଅନୁକୁଳ କରିଥିଲେ । 

  • |

ସାମ୍ପ୍ରତିକ ଖବର