Home » photogallery » entertainment » YOGA TEACHER WOMAN AMBER SWEETHEART EARNS IN LAKHS 1AD 040721

ଯୋଗ ଶିଖାଇ ମାସକୁ ₹୭୩ ଲକ୍ଷରୁ ବେଶୀ ରୋଜଗାର କରୁଛନ୍ତି ଏହି ଯୁବତୀ; ବିଶେଷ ପୋଜ୍ ପାଇଁ ଖ୍ୟାତ

Woman Yoga Teacher Earns Over $73 Lakh A Month Online | ଏହି ଯୁବତୀ ବହୁ ବର୍ଷ ଧରି ଯୋଗ ଶିକ୍ଷା ଦେଇଆସୁଛନ୍ତି । ହେଲେ କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ଦିନ ଧରି ତାଙ୍କ ରୋଜଗାର ବନ୍ଦ ହୋଇଯାଇଥିଲା । ତା’ପରେ ସେ ଏକ ୱେବସାଇଟରେ ଆକାଉଣ୍ଟ ଖୋଲି ଯୋଗ ଶିଖାଇବା ଆରମ୍ଭ କରିଥିଲେ ।

  • |