ଏମ୍ବର୍ ସ୍ୱିଟହାର୍ଟ୍ (Amber Sweetheart) ନାମକ ଏହି ଯୋଗ ଶିକ୍ଷୟତ୍ରୀଙ୍କଠାରୁ ଯୋଗ ଶିଖୁଥିବା ପୁରୁଷମାନଙ୍କ ସଂଖ୍ୟା ବଢ଼ିଚାଲିଥିବା ଦେଖାଯାଉଛି । ଏମ୍ବର୍ ଅନଲାଇନ୍ ଯୋଗ କ୍ଲାସ୍ (Online Yoga Classes) ଦିଅନ୍ତି । କିନ୍ତୁ ଏହି କ୍ଲାସ୍ ପାଇଁ ତାଙ୍କର କୌଣସି ବ୍ୟକ୍ତିଗତ ୱେବସାଇଟ୍ ନାହିଁ । ସେ କେବଳ ଆଡଲ୍ଟ ୱେବସାଇଟରେ ଯୋଗ ଶିକ୍ଷା ଦିଅନ୍ତି ।