Home » photogallery » entertainment » WOMEN SPECIAL KNOW SHRADDHA KAPOOR FITNESS SECRETS 3SSD 220921

ଶ୍ରଦ୍ଧା କପୁରଙ୍କ ଭଳି ଦେଖା ଯିବାକୁ ଚାଁହୁଛନ୍ତି କି? ଫୋଲୋ କରନ୍ତୁ ତାଙ୍କ ଫିଟନେସ ସିକ୍ରେଟ

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ଷ୍ଟାଇଲ୍ ଓ ଫିଟନେସ୍ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଫିଟନେସ୍ ବଜାୟ ରଖିବା ପାଇଁ ସେ ବହୁତ କଠିନ ପରିଶ୍ରମ କରନ୍ତି।

  • |