ଏହି ପରମ୍ପରା ସଦ୍ୟ ବିଧବା ହୋଇଥିବା ପତ୍ନୀଙ୍କ ମାନସିକ ପରିଷ୍କାରତା ପାଇଁ କରାଯାଏ ବୋଲି ବିଶ୍ୱାସ ରହିଛି । ସ୍ୱାମୀ ମରିଯିବା ପରେ ପତ୍ନୀ ତାଙ୍କ ଶବ ସହିତ ରାତି ସାରା ଶୋଇବା ଜରୁରୀ । ଖାଲି ସେତିକି ନୁହେଁ, ସେଇଠି ଶୋଇ ସ୍ୱାମୀଙ୍କ ସହିତ ସେ ସ୍ୱାମୀଙ୍କ ସହିତ ଯୌନ ସମ୍ପର୍କ (sex relation) ବିଷୟରେ ସେ ଶେଷ ଥର ପାଇଁ କଳ୍ପନା କରିବା ବି ଆବଶ୍ୟକ ।ଏହା ଦ୍ୱାରା ସ୍ୱାମୀଙ୍କ ଆତ୍ମାକୁ ମୋକ୍ଷ ମିଳିବ ଓ ପତ୍ନୀ ମଧ୍ୟ ମାନସିକ ଭାବେ ପରିଷ୍କାର ହେବେ ବୋଲି ବିଶ୍ୱାସ ରହିଛି । ଏହି ପରମ୍ପରା ପାଳନ କରିବା ପରେ ପତ୍ନୀ ଆଉ ଥରେ ବିବାହ କରିପାରିବେ ।