ଭାରତରେ ପର୍ବପର୍ବାଣୀରେ ଆମାଜନ ପ୍ରାଇମ ଭିଡିଓ ଏହାର ଦର୍ଶକମାନଙ୍କୁ ନିଜ ଘରର ଏନଜୟ କରିବା ପାଇଁ ଏକ ପାୱାର ପ୍ୟାକ୍ ଓ ରୋମାଞ୍ଚକର ଫିଲ୍ମ ସଂଗ୍ରହ ପ୍ରଦାନ କରୁଛି | ହୃଦୟ ବିଦାରକ ଥ୍ରୀଲର ଠାରୁ ଆରମ୍ଭ କରି ଦୁଇଟି ମହାନ ବାୟୋପିକ୍, ହାସ୍ୟ ଅଭିନୟ, ଡ୍ରାମା ଓ କିଛି ମହାନ ଆନ୍ତର୍ଜାତୀୟ ଅଫର୍, ଷ୍ଟ୍ରିମ୍ ହେବାକୁ ପ୍ରସ୍ତୁତ ଅଛି । (ଫଟୋ ସୌଜନ୍ୟ: @PrimeVideoIN Twitter)