Home » photogallery » entertainment » VARSHA PRIYADARSHINI EXTENDED A HELPING HAND TO THE HELPLESS 2LPD 130223

ବର୍ଷାଙ୍କ ମହାନତା; ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲେ ଅଭିନେତ୍ରୀ ବର୍ଷା

ସବୁବେଳେ ଗରିବ ଲୋକଙ୍କ ଦୁଃଖ ବୁଝୁଥିବା ଓଲିଉଡର ସୁନ୍ଦରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ ମହାନତା ଦେଖାଇଛନ୍ତି। ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳର ଲାଇନ ସାହିରେ ରହୁଥିବା ଗୋଟିଏ ପରିବାରର ଅସହାୟତା ବିଷୟରେ ଜାଣିବା ପରେ ସେ ସାହୟତାର ହାତ ବଢ଼ାଇଛନ୍ତି।

  • |

തത്സമയ വാര്‍ത്തകള്‍