Home » photogallery » entertainment » VARSHA ANUBHAV DIVORCE CASE VARSHA PETITION REJECTED BY CUTTACK COURT 1AD 310821

ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କୁ ଲାଗିଲା ଝଟକା! ତାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ

Actress Varsha Priyadarshini plea about divorce case rejected by family court | ପରିବାର କୋର୍ଟ କହିଛନ୍ତି ଯେ ଅନୁଭବଙ୍କ ଛାଡ଼ପତ୍ର ଆବେଦନରେ ଏତେ ତଥ୍ୟ ଅଛି ଯେ ତା’ର ବିସ୍ତୃତ ଶୁଣାଣି ଆବଶ୍ୟକ । ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ବିନା ଶୁଣାଣିରେ ଖାରଜ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି କୋର୍ଟ ।

  • |