ଏହା ପୂର୍ବରୁ ଅଗଷ୍ଟ ୨୬ ତାରିଖରେ ଓଡ଼ିଶା ହାଇ କୋର୍ଟ ଅନୁଭବ ମହାନ୍ତିଙ୍କ ଏକ ପ୍ରାର୍ଥନାକୁ ଖାରଜ କରିଦେଇଥିଲେ । ସେଥିରେ ଅନୁଭବ ନିଜ ଛାଡପତ୍ର ଆବେଦନର ଶୀଘ୍ର ଶୁଣାଣି କରାଇବା ଆଦେଶ ଦେବା ପାଇଁ ହାଇ କୋର୍ଟଙ୍କୁ ଅନୁରୋଧ କରିଥିଲେ । ହାଇ କୋର୍ଟ ମହାନ୍ତିଙ୍କ ଓକିଲଙ୍କୁ କହିଥିଲେ ଯେ ସେ ଯଦି ଚାହାଁନ୍ତି ତେବେ ତଳ କୋର୍ଟରେ କିମ୍ବା ଫ୍ୟାମିଲି କୋର୍ଟରେ ଏହି ଆବେଦନ କରିପାରନ୍ତି । (ଫାଇଲ୍ ଫଟୋ)