ରିପୋର୍ଟ ଅନୁଯାୟୀ, ଏକ ଏପିସୋଡ୍ ପାଇଁ ଉର୍ଫି ପ୍ରାୟ ୨୫ ରୁ ୩୫ ହଜାର ଚାର୍ଜ କରେ। ଉର୍ଫି ଜାଭେଦ୍ ଅନେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି। ଉର୍ଫି ଜାଭେଦ୍ ଦୁର୍ଗା, ସାତ୍ ଫେରେ କି ହେରା ପେରି, ବେପାନ୍ନା, ଜିଜି ମା, ଡାୟାନ୍, ୟେ ରିସ୍ତା କିୟା କେହଲତା ହେ ଏବଂ କୌସଟି ଜିନ୍ଦେଗି କେ ଭଳି ସିରିଏଲରେ ମଧ୍ୟ କାମ କରିଛନ୍ତି।