୨୦୨୨ ବର୍ଷ ଆଉ କିଛି ଦିନ ପରେ ଶେଷ ହୋଇଯିବ। ଏହି ବର୍ଷ କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ, ସେଲିବ୍ରିଟିମାନଙ୍କ ପାଇଁ ମଧ୍ୟ କଷ୍ଟସାଧ୍ୟ ଥିଲା। ବଲିଉଡରୁ ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ଲୋକପ୍ରିୟ କଳାକାର ହୃଦଘାତ ଯୋଗୁଁ ନିଜର ଲକ୍ଷ ଲକ୍ଷ ଦର୍ଶକଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଏହି କଳାକାରଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଫିଟନେସକୁ ନେଇ ଗମ୍ଭୀର ଥିଲେ।