Home » photogallery » entertainment » SWARA BHASKAR FAHAD AHMED LOVE STORY 2LPD 170223

CAA ବିରୋଧ ପ୍ରଦର୍ଶନ ସମୟରେ ପ୍ରେମ, ଆଉ ଏବେ ବିବାହ; ସ୍ବରା-ଫହାଦଙ୍କ ପ୍ରେମ କାହାଣୀ

Swara Marriage: ବର୍ତ୍ତମାନ ବଲିଉଡରେ ଚାଲିଛି ବିବାହ ଋତୁ। ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ କରୁଥିବାର ନଜର ଆସୁଛନ୍ତି। ନିକଟରେ ଆଥିଆ ଶେଟ୍ଟୀ ଓ କ୍ରିକେଟର କେଏଲ ରାହୁଲ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଉ ଏବେ ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି ନିଜ ବୟାନକୁ ନେଇ ବିବାଦ ଘେରରେ ରହୁଥିବା ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର। ଆସନ୍ତୁ ଜାଣିବା ସ୍ବରାଙ୍କ ଏହି ଲଭ ଷ୍ଟୋରି ବିଷୟରେ...

  • |

തത്സമയ വാര്‍ത്തകള്‍