୨୦୧୯ ରେ ଶ୍ରୀଦେବୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଜାହ୍ନବୀ ତାଙ୍କ ମା’ଙ୍କୁ ମନେ ପକାଇ ଏକ ଭାବପ୍ରବଣ ନୋଟ୍ ଲେଖିଥିଲେ । ଏହି ଫଟୋରେ ଅଭିନେତ୍ରୀ ନିଜ ମା’ଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ‘‘ମୋ’ର ହୃଦୟ ସବୁ ବେଳେ ଆଘାତ ପାଇବ । କିନ୍ତୁ ମୁଁ ସବୁ ବେଳେ ଏଇଠି ହସିବି, କାରଣ ତୁମେ ଏଇଠି ଅଛ ।’’