Home » photogallery » entertainment » SOUTH ACTRESS PRIYA PRAKASH VARRIER LATEST PHOTOSHOOT IS INCREASING THE TEMPERATURE 2LPD 190821

Photoshoot: ନୂଆ ଲୁକରେ ଛାଇଲେ ପ୍ରିୟା ପ୍ରକାଶ ୱାରିୟର; ବାଃ ବାଃ କହିଲେ ଫ୍ୟାନ୍ସ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟା ପ୍ରକାଶ ଲାରିୟର୍ ତାଙ୍କର ନିଜର ବେଷ୍ଟ ଫଟୋସୁଟ୍ ଶେୟାର କରି ବର୍ତ୍ତମାନ ଚର୍ଚ୍ଚାରେ, ଯାହା ଖୁବ୍ ଭାଇରାଲ୍ ହେଉଛି । ସାଉଥ ଇଣ୍ଡଷ୍ଟ୍ରିରେ ସଫଳ ହେବା ପରେ ଅଭିନେତ୍ରୀ ଖୁବ୍ ଶୀଘ୍ର 'ଶ୍ରୀଦେବୀ ବଙ୍ଗଲୋ' ଓ 'ଲଭ୍ ହ୍ୟାକର୍ସ' ଫିଲ୍ମ ଜରିଆରେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ।

  • |