Home » photogallery » entertainment » SONAM KAPOOR POSES IN BOOTS ON 18 LAKH COUCH ANAND AHUJA REACTS SEE BEAUTIFUL HOUSE OF ACTRESS AT LONDON 2LPD 080921

PICS: ଲଣ୍ଡନ ଆଲିଶାନ ବଙ୍ଗଳାର ଝଲକ ଦେଖାଇଲେ ସୋନମ କପୁର; ୧୮ ଲକ୍ଷ ଟଙ୍କାର ସୋଫାରେ କଲେ ଫଟୋସୁଟ୍

ବଲିଉଡ୍ ଅଭିନେତ୍ରୀ ସୋନମ କପୁର (Sonam Kapoor) ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା (Anand Ahuja) ଲଣ୍ଡନରେ ସେମାନଙ୍କର ନୂଆ ଘର ନିର୍ମାଣ କରିଛନ୍ତି । ଉଭୟ ସୋସିଆଲ ମିଡ଼ିଆରେ ଏହି ନୂଆ ଘରର ସୁନ୍ଦର ଝଲକ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି ।

  • |
)}