କନିକା କପୁରଙ୍କ ଭବିଷ୍ୟତ ସ୍ୱାମୀ ଗୌତମ ଜଣେ ଏନଆରଆଇ ବ୍ୟବସାୟୀ। ବିବାହ ପୂର୍ବରୁ ସମସ୍ତ ପର୍ବ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ବିବାହ ମଧ୍ୟ ସେଠାରେ ହେବ। ଏହାପୂର୍ବରୁ କନିକା କପୁର ଏନଆରଆଇ ରାଜ ଚାନ୍ଦୋକଙ୍କୁ ବିବାହ କରିଥିଲେ। ଏହି ବିବାହରୁ କନିକାଙ୍କର ତିନୋଟି ସନ୍ତାନ ଅଛନ୍ତି। ଯାହାର ନାମ ହେଉଛି ଆୟାନା, ସମାରା ଏବଂ ଯୁବରାଜ।