Home » photogallery » entertainment » SHAMITA SHETTY SIZZILING LOOK WEAR BLACK GOLDEN COLOR BRALETTE WITH SHARARA AT SHILPA SHETTY DIWALI BASH 2LPD 241022

ଭଉଣୀ ଶିଳ୍ପା ଶେଟ୍ଟୀଙ୍କ ପ୍ରି-ଦିୱାଲୀ ପାର୍ଟିରେ ସମସ୍ତଙ୍କ ମନ କିଣିଲେ ଶମିତା

Shilpa Shetty Diwali Bash: ଦୀପାବଳି ପୂର୍ବ ଦିନ ଅନେକ ସେଲିବ୍ରିଟି ନିଜ ନିଜ ଘରେ ଏକ ଦିୱାଲୀ ପାର୍ଟି କରିଥିଲେ। ଯେଉଁଥିରେ ଆୟୁଷ୍ମାନ ଖୁରାନା, କ୍ରିତି ସାନନ୍, ରମେଶ ତୋରାନୀ ଓ ଏକତା କପୁରଙ୍କ ନାମ ଅନ୍ତର୍ଭୁକ୍ତ। ଏହି ସେଲିବ୍ରିଟିଙ୍କ ପରେ ବର୍ତ୍ତମାନ ବଲିଉଡର ସେକ୍ସି ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ଏକ ଦିୱାଲୀ ପାର୍ଟି କରିଥିଲେ। ଯେଉଁଥିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତାଙ୍କ ସାନ ଭଉଣୀ ଶମିତା ଶେଟ୍ଟୀ।

  • |