Home » photogallery » entertainment » SALMAN KHAN BROTHER IN LAW AYUSH SHARMA BIRTHDAY BASH PHOTOS ARE OUT 2LPD 261022

ଆୟୁଷ ଶର୍ମା@୩୨: ପ୍ରି-ବର୍ଥଡେ ପାର୍ଟିରେ ନଜର ଆସିଲେ ଏହି ସେଲିବ୍ରିଟି

Ayush Sharma Birthday: ଆଜି ୩୨ ବର୍ଷରେ ପାଦ ଥାପିଲେ ଅଭିନେତା ଆୟୁଷ ଶର୍ମା। ଏହି ଅବସରରେ ସେ ଗତକାଲି ରାତିରେ ତାଙ୍କର ୩୨ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସେ ପ୍ରି-ବର୍ଥଡେ ପାର୍ଟି ଦେଇଥିଲେ। ଯେଉଁଥିରେ ଅନେକ ବଡ଼ ବଡ଼ ତାରକାମାନେ ଯୋଗ ଦେଇଥିଲେ।

  • |