Home » photogallery » entertainment » READ PATHAAN OTT RELEASE DATE 2LPD 170123

OTT: କେଉଁଠି ଓ କେବେ ରିଲିଜ ହେବ ଶାହରୁଖଙ୍କ ‘ପଠାନ’? ଦିଲ୍ଲୀ HCରେ ହେଲା ଖୁଲାସା

Pathaan OTT Release Date: ଅନେକ ବିବାଦ ମଧ୍ୟରେ ବହୁ ଚର୍ଚ୍ଚିତ ଫିଲ୍ମ ‘ପଠାନ’ (Pathaan) ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ସେହିପରି ଏହା ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ।

  • |

തത്സമയ വാര്‍ത്തകള്‍