Home » photogallery » entertainment » READ DETAILS OF BOLLYWOOD CELEBS ELECTRICITY BILL RATE 2LPD 201022

ବଲିଉଡର ସେଲିବ୍ରିଟିଙ୍କ Electricity Bill କଥା ଶୁଣି ଉଡ଼ିଯିବ ଆପଣଙ୍କ ହୋସ୍

Bollywood Celebrity Electricity Bill: ସାଧାରଣ ଲୋକଙ୍କ ବିଦ୍ୟୁତ ବିଲ୍ ଯଦି କୌଣସି ମାସରେ ଅଧିକ ଆସେ ତେବେ ସମସ୍ତେ ଚିନ୍ତାରେ ଆସିଯାଆନ୍ତି। ହେଲେ ବଲିଉଡ ସେଲିବ୍ରିଟିଙ୍କ ଲାଇଫଷ୍ଟାଇଲ୍ ସମ୍ପୂର୍ଣ୍ଣ ଭିନ୍ନ। ସେମାନେ ବିଦ୍ୟୁତ ବିଲ୍ ଉପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦିଅନ୍ତି ତଥାପି ସେମାନଙ୍କୁ କୌଣସି ଫରକ୍ ପଡ଼େନାହିଁ। ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟି କେତେ ଟଙ୍କାର ବିଦ୍ୟୁତ ବିଲ୍ ଭରନ୍ତି...

  • |