ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ଡ଼କ୍ଟର ଜୁଲିଆନ୍ ଓଠ, ଚିନ୍, ଓଠର ମୋଟେଇ, ମୁଖ ଆକୃତି, ନାକ, ଆଖି ସ୍ଥିତି, କପାଳ ଏବଂ ମୁହଁରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଜିନିଷ ମାପିଥିଲେ। ପ୍ରକାଶ ଥାଉକି ଗତ ବର୍ଷ ଅମ୍ବର ହେର୍ଡ ଦୁନିଆର ସବୁଠାରୁ ସୁନ୍ଦର ମହିଳା ଭାବରେ ମନୋନୀତ ହୋଇଥିଲେ।