Home » photogallery » entertainment » READ ABOUT SRI RAM PANDA PERSONAL AND FILM STORY 2LPD 100223

ପ୍ରଥମ ଓଡ଼ିଆ ମେଗାଷ୍ଟାର ଶ୍ରୀରାମ କାହିଁକି ଛାଡ଼ିଥିଲେ ଫିଲ୍ମ କ୍ୟାରିୟର; ଦମଦାର ଥିଲା ଅଭିନୟ ଯାତ୍ରା

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଥମ ମେଗାଷ୍ଟାର ଶ୍ରୀରାମ ପଣ୍ଡାଙ୍କୁ ଖୁବ୍ ପସନ୍ଦ କରୁଥିଲେ ଦର୍ଶକ। ଆଜି ବି ତାଙ୍କ ପୁରୁଣା ଫିଲ୍ମ ଦେଖୁଛନ୍ତି ଦର୍ଶକ। ହେଲେ ଶନଦାର ଅଭିନୟ କରୁଥିବା ଏହି କଳାକାର କାହିଁକି ଫିଲ୍ମ ଦୁନିଆ ଛାଡ଼ି ସନ୍ୟାସୀ ହୋଇଗଲେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଆସନ୍ତୁ ଆଜି ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା...

  • |

തത്സമയ വാര്‍ത്തകള്‍