Home » photogallery » entertainment » RANVEER SINGH IS FOND OF SHOWING BODY LIKE SALMAN KHAN SHARED HIS SHIRTLESS PHOTO VIRAL 2LPD 220921

ସୁପରଷ୍ଟାର ସଲମାନ ଖାନଙ୍କୁ ଫଲୋ କରୁଛନ୍ତି କି ରଣବୀର ସିଂ; ତାଙ୍କ ଭଳି ସର୍ଟଲେସ୍ ଅବତାରରେ ଆସିଲେ ନଜର

ରଣବୀର ସିଂ ଇନଷ୍ଟାଗ୍ରାମରେ ତାଙ୍କର କିଛି ସର୍ଟଲେସ୍ ଫଟୋ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ଫଟୋରେ, ଅଭିନେତା ନିଜ ସୁପରଡୁପର ବଡି ଦେଖାଉଥିବାର ନଜର ଆସୁଛନ୍ତି । ସେ ସୁପରଷ୍ଟାର ସଲମାନ ଖାନଙ୍କ ପଥ ଅନୁସରଣ କରୁଥିବା ନଜର ଆସିଛନ୍ତି ।

  • |