Home » photogallery » entertainment » RADHIKA MADAN LOOKS SUPER BOLD IN NUDE BRALETTE AND DRAPED SKIRT 2LPD 140921

ରାଧିକା ମଦାନଙ୍କ ବୋଲ୍ଡ ଅନ୍ଦାଜ ଦେଖି ନଥିବେ କେବେ; ଏବେ ଏହି ଲୁକରେ କିଣୁଛନ୍ତି ଫ୍ୟାନ୍ସଙ୍କ ମନ

ବଲିଉଡ ଅଭିନେତ୍ରୀ ରାଧିକା ମଦାନ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ 'ଶିଦତ'କୁ ନେଇ ଚର୍ଚ୍ଚାରେ । ରାଧିକା ମଦାନ ଏହି ଫିଲ୍ମରେ ବିକ୍କୀ କୌଶଲଙ୍କ ଭାଇ ସନ୍ନି କୌଶଲଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଇତିମଧ୍ୟରେ ରାଧିକାଙ୍କ ବୋଲ୍ଡ ଅବତାର ସୋସିଆଲ ମିଡ଼ିଆରେ ଚବଳ ସୃଷ୍ଟି କରିଛି ।

  • |