Home » photogallery » entertainment » PRIYANKA CHOPRA SUCCESS STORY

ବଲିଉଡରୁ ହଲିଉଡ; ସଙ୍ଘର୍ଷମୟ ଥିଲା ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ଏହି ଯାତ୍ରା

Priyanka Chopra Success Story: ବେଶ ଚର୍ଚ୍ଚାରେ ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ଚୋପ୍ରା ୨୦୦୦ରେ ବିଶ୍ବ ସୁନ୍ଦରୀ ହେବା ପରେ ବଲିଉଡ୍‌ରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ଅଭିନୟ ଜଗତରେ ସେ ବେଶ୍‌ ସଫଳତା ଅର୍ଜନ କରିଛନ୍ତି। ଏବେ ସେ କେବଳ ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ବି ନିଜର ଜଲୱା ଦେଖାଇ ସାରିଲେଣି। ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଜଣେ ଜଣାଶୁଣା ହଲିଉଡ୍‌ ଅଭିନେତ୍ରୀ। ଆସନ୍ତୁ ଆଜି ଜାଣିବା ତାଙ୍କ ସଫଳତାର କାହାଣୀ...

  • |

തത്സമയ വാര്‍ത്തകള്‍