ପ୍ରିୟଙ୍କା ନିଜ ଫଟୋ ପୋଷ୍ଟଗୁଡ଼ିକର କ୍ୟାପସନରେ ଲେଖିଛନ୍ତି, ‘‘ଏକ ପର୍ଫେକ୍ଟ ଦିନ! ଆସନ୍ତାକାଲି ବିଷୟରେ କାଲି ଭାବିବା ।’’ ଏହି ଫଟୋ ସବୁ ଦେଖି ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିକ୍ ମନ୍ତବ୍ୟ ଦେଇ ଲେଖିଛନ୍ତି, ‘‘Damn, girl!’’ (ଅର୍ଥାତ୍, ମସ୍ତ ଯୁବତୀ!) ସେ ଏହି ମନ୍ତବ୍ୟ ସହ ଏକ ଅଗ୍ନି ଇମୋଜି ବି ଶେୟାର୍ କରିଛନ୍ତି ।