Home » photogallery » entertainment » PRIYANKA CHOPRA POSED IN A DEEP NECK DRESS FANS WERE UPSET AFTER SEEING THE PICTURES 2LPD 051122

ଡିପନେକ୍ ଡ୍ରେସରେ ସୁନ୍ଦର ପୋଜ ଦେଲେ ଦେଶୀ ଗାର୍ଲ; ଭାଇରାଲ ହେଲା ଫଟୋ

ପାଖାପାଖି ୩ ବର୍ଷ ପରେ ନିଜ ଦେଶ ଭାରତ ଫେରିଛନ୍ତି ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ଫେରିବା ପୂର୍ବରୁ ସେ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କ ସହ ନିଜର ଏହି ଖୁସି ସେୟାର କରିଥିଲେ। ସେ ସୋସିଆଲ ମିଡ଼ିଆରେ ବୋର୍ଡିଂର ଏକ ଫଟୋ ପୋଷ୍ଟ କରି ନିଜ ମନ କଥା କହିଥିଲେ। ସେ ପ୍ରଥମ ଥର ନିଜ ବେବି ଗାର୍ଲ ମାଲତୀ ମେରି ଚୋପ୍ରା ଜୋନସଙ୍କୁ ଭାରତ ଆଣିକି ଆସିଛନ୍ତି। ଇତିମଧ୍ୟରେ ଭାଇରାଲ ହେଉଛି ତାଙ୍କ ନୂଆ ଲୁକ।

  • |