ରିୟା ଦେଙ୍କ ସହ ଅଭିନେତ୍ରା ଜିନା ଅଭିନେତ୍ରୀଙ୍କ ମେହେନ୍ଦୀ ସେରେମନିର ଯୋଗ ଦେଇଛନ୍ତି ଓଲିଉଡ଼ ହିରୋ ଦେବାଶିଷ ଓଡିଆ ଅଭିନେତ୍ରୀଙ୍କ ସହ ରିୟା ଦେ । ହାତରେ ମେହେନ୍ଦୀ ଲଗାଇ ଗ୍ରୀ ରଙ୍ଗର ଡ୍ରେସର ଆକର୍ଷଣୀୟ ଦେଖାଯାଉଛନ୍ତି ରିୟା । ବିବାହ ଉପଲକ୍ଷେ ବେଙ୍ଗଲି ବିବାହ ଲୁକରେ ନଜର ଆସିଲେ ରିୟା ବିବାହ ରିତୀନିତୀରେ ଯୋଗ ଦେଲେ ଅଭିନେତ୍ରୀ ପୁନମ କଳା ରଙ୍ଗର ଆଉଟଫିଟ ସହ ରିୟାଙ୍କ ବିବାହରେ ଯୋଗ ଦେଲେ ଅଭିନେତା ଦେବାଶିଷ । ହଳଦୀ ସେରେମନି ଉପଲକ୍ଷେ ହଳଦୀ ରଙ୍ଗର ଆଉଟଫିଟ ସହ ସୁନ୍ଦର ଦେଖାଯାଉଥିଲେ ଅଭିନେତ୍ରୀ ।