Home » photogallery » entertainment » OLLYWOOD ACTRESS LIPSA MISHRA PRE WEDDING PHOTOSHOOT VIRAL

ଆଉ କିଛି ସମୟ ପରେ ପଡ଼ିବ ଲିପ୍ସାଙ୍କ ହାତଗଣ୍ଠି; ଏବେ ଦେଖନ୍ତୁ ପ୍ରି-ୱେଡିଂ ଫଟୋସୁଟ

ଓଲିଉଡକୁ ଏବେ ମ୍ୟାରେଜ ଫିବର। ବାଜିଛି ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଶାହାନାଇ। ପଡ଼ିବ ହାତଗଣ୍ଠି। ଏବେ ତ ଇନଷ୍ଟାଗ୍ରାମରେ ଛାଇ ଯାଇଛି ଲିପ୍ସାଙ୍କ ପ୍ରି ୱେଡ଼ିଂ ଫଟୋସୁଟ। ନିଜ ବାହାଘର ସମ୍ପର୍କରେ ନିଜେ ଲିପ୍ସା ପୋଷ୍ଟ କରିଥିଲେ।

  • |

തത്സമയ വാര്‍ത്തകള്‍