News 18 Odia Digital ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ରିୟା ନିକଟରେ ବିବାହ କରିଥିଲେ । ତେବେ ବର୍ତ୍ତମାନ ହନିମୁନ ଗସ୍ତରେ ଯାଇ ଫଟୋ ସେୟାର କରିଛନ୍ତି ନିଜ ଜୀବନସାଥି ସୁନିଲଙ୍କ ସହ ସମୟ ବିତାଉଛନ୍ତି ରିୟା ସର୍ଟ ଡ୍ରେସ ପିନ୍ଧି ମାଲଦୀପରେ ଫଟୋ ଓ ଭିଡିଓ ଉତ୍ତଳନ କରି ବିବାହ ପରର ଏହି ସ୍ମୁତିକୁ ସାଇତିବା ପାଇଁ ରିୟାଙ୍କ ପ୍ରୟାସ https://www.instagram.com/p/Cmio8JRITLz/?igshid=MDJmNzVkMjY= ସୋସିଆଲ୍ ମିଡିଆ ୟୁଜର୍ସମାନେ ରିୟାଙ୍କ ଫଟୋରେ ମଜେଦାର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି