ନିକି ତମ୍ବୋଲି ମୂଳତଃ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରନ୍ତି। ସେ ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରର ଏକ ଜଣାଶୁଣା ନାମ ଏବଂ ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସାଉଥ ଇଣ୍ଡଷ୍ଟ୍ରିର ଲୋକମାନେ ତାଙ୍କୁ କିପରି ବ୍ୟବହାର କରନ୍ତ। ନିକ୍କି କହିଛନ୍ତି ଯେ ମୁଁ ଅନେକ ଦକ୍ଷିଣ ଚଳଚ୍ଚିତ୍ରରେ କାମ କରିଛି। ଏହି ଚଳଚ୍ଚିତ୍ରଗୁଡ଼ିକର ନିର୍ଦ୍ଦେଶକମାନେ ମୋତେ ବହୁତ ଖରାପ ବ୍ୟବହାର କରୁଥିଲେ।