ନିଆ ଶର୍ମା ଲାଲ ରଙ୍ଗର ଆଉଟ ଫିଟରେ ସୁନ୍ଦର ଦେଖାଯାଉଛନ୍ତି।(ଇନଷ୍ଟାଗ୍ରାମ-@niasharma90) ଲାଲ ରଙ୍ଗର ବାଲେଟ ଓ ସ୍କଟରେ ନିଆ ଶର୍ମା ପୋଜ ଦେଉଥିବାର ନଜର ଆସିଛି।(ଇନଷ୍ଟାଗ୍ରାମ-@niasharma90) ନିଆ ଶର୍ମାଙ୍କ ଏହି ପରିଧାନ ଫ୍ୟାନ୍ସମାନଙ୍କୁ ବେଶ ପସନ୍ଦ ଆସିଛି।(ଇନଷ୍ଟାଗ୍ରାମ-@niasharma90) ଟ୍ୟୁବ ଟପ ଓ ଲୋ ୱେଷ୍ଟ ଜିନ୍ସରେ ନିଆ ଶର୍ମା ଗ୍ଲାମରିଅସ ଲାଗୁଛନ୍ତି।(ଇନଷ୍ଟାଗ୍ରାମ-@niasharma90) କଳା ରଙ୍ଗର ଆଉଟ ଫିଟରେ ନିଆ ଶର୍ମା ପୁରା ପରଫେକ୍ଟ ଲାଗୁଛନ୍ତି।(ଇନଷ୍ଟାଗ୍ରାମ-@niasharma90) ନିଆ ଶର୍ମା ପିଙ୍କ ଡ୍ରେସରେ ବୋଲ୍ଡ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଖୁସି କରିଦେଇଛନ୍ତି।(ଇନଷ୍ଟାଗ୍ରାମ-@niasharma90) ପୁରା ଧଳା ପରିଧାନ କରି ନିଆ ଶର୍ମା ମଧ୍ୟ ସୁନ୍ଦର ଲାଗୁଛନ୍ତି। (ଇନଷ୍ଟାଗ୍ରାମ-@niasharma90)