Home » photogallery » entertainment » NEHA SHARMA POSE IN BHAGWA BIKINI ON BEACH NETIZENS REACTS 2LPD 221222

ଦୀପିକାଙ୍କୁ ଫଲୋ କଲେ ନେହା ଶର୍ମା; ଗେରୁଆ ବିକିନି ପିନ୍ଧି ହେଲେ ଟ୍ରୋଲର୍ସଙ୍କ ଶିକାର

ଦୀପିକା ପାଦୁକୋନ ତାଙ୍କର ଆଗାମୀ ଫିଲ୍ମ 'ପଠାନ'ର ‘ବେସରମ ରଙ୍ଗ’ ଗୀତ ପାଇଁ ଜବରଦସ୍ତ ହେଡଲାଇନରେ ଅଛନ୍ତି। ଶାହରୁଖ ଖାନଙ୍କ ସହ ସୁଟିଂ ହୋଇଥିବା ଗୀତକୁ ନେଇ ଲୋକ ମିଶ୍ରିତ ପ୍ରତିକ୍ରିୟ ଦେବାରେ ଲାଗିଛନ୍ତି। ଗୀତକୁ ନେଇ ନୁହେଁ ବରଂ ତାଙ୍କର ବିକିନି ପିନ୍ଧାକୁ ନେଇ ରାଗିଛନ୍ତି ଅନେକ ଫ୍ୟାନ୍ସ। କାରଣ ସେ ଏହି ଗୀତରେ ଗେରୁଆ ରଙ୍ଗର ବିକିନିରେ ନଜର ଆସୁଛନ୍ତି। ଇତିମଧ୍ୟରେ ଦୀପିକାକୁ ଫଲୋ କରିଛନ୍ତି ଅଭିନେତ୍ରୀ ନେହା ଶର୍ମା। ସେ ମଧ୍ୟ ଗେରୁଆ ରଙ୍ଗର ବିକିନିରେ ନଜର ଆସି ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି।

  • |

തത്സമയ വാര്‍ത്തകള്‍