Home » photogallery » entertainment » MOUNI ROY GOT MARRIED WITH LOND TERM BOYFRIEND SURAJ NAMBIAR SEE HERE WEDDING PHOTOS 3SSD 27012022

Mouni Roy Wedding Photo: ଦକ୍ଷିଣୀ ଭାରତୀୟ ଅନ୍ଦାଜରେ ଚମକିଲେ ମୌନୀ ରୟ ଓ ସୁରଜ

ବଲିଉଡ ଅଭିନେତ୍ରୀ ମୌନୀ ରୟ ନିଜର ଦୀର୍ଘ ଦିନର ପ୍ରେମିକା ସୁରଜ ନାମ୍ବିଆରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଦମ୍ପତିଙ୍କ ବିବାହର ପ୍ରଥମ ଚିତ୍ର ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଛି।

  • |