Home » photogallery » entertainment » MODEL ACTRESS LISA HAYDON SHARES PHOTOS BREASTFEEDING HER THIRD CHILD 1AD 160821

ତୃତୀୟ ସନ୍ତାନକୁ ସ୍ତନ୍ୟପାନ କରାଉଥିବାର ଫଟୋ ଶେୟାର୍ କଲେ ମଡେଲ୍-ଅଭିନେତ୍ରୀ ଲିସା ହେଡନ୍

Lisa Haydon photos breastfeeding her third child | ପ୍ରଥମ ଥର ପାଇଁ ଲିସା ହେଡନ୍ ନିଜ ଝିଅର ଫଟୋ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ତାଙ୍କ ସ୍ୱାମୀ ନିକଟରେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି ଓ ଏହି ଫଟୋଗୁଡ଼ିକ ହେଉଛି ତାଙ୍କର ପ୍ରଥମ ପୋଷ୍ଟ୍ । ‘‘ମୋ ଝିଅ ଲାରା ଓ ଲିସା ହେଡନ୍,’’ ସେ ଲେଖିଛନ୍ତି।

  • |

തത്സമയ വാര്‍ത്തകള്‍