Home » photogallery » entertainment » MITHUN CHAKRABORTY HELPED THIS ACTRESS TO RUN AWAY AND GET MARRIED 3SSD 14112022

ସୁଟିଂ ଅଧାରୁ ଯାଇ ବିବାହ କରିବାରେ ଏହି ଅଭିନେତ୍ରୀଙ୍କୁ ସାହାଯ୍ୟ କରିଥିଲେ ମିଥୁନ

ସୁଟିଂ ଅଧାରୁ ଯାଇ ଜଣେ ନିର୍ଦ୍ଦେଶକଙ୍କୁ ବିବାହ କରିବାର ଯୋଜନା କରିଥିଲେ ଅଭିନେତ୍ରୀ । ତାଙ୍କୁ ସାହାଯ୍ଯ କରିବାକୁ ଯାଇ ସେଟରେ ପେଟ ଯନ୍ତ୍ରଣା ହେବାର ଅଭିନୟ କରିଥିଲେ ମିଥୁନ ଚକ୍ରବର୍ତ୍ତୀ ।

  • |