Home » photogallery » entertainment » MALAIKA ARORA RAISES TEMPERATURE AT AGE OF 48 IN LEOPARD PRINT BRALETTE AND SKIRT 2LPD 101221

୪୮ ବର୍ଷ ବୟସରେ ବି ବୋଲ୍ଡ ଆଣ୍ଡ ସେକ୍ସି ଅନ୍ଦାଜରେ ସମସ୍ତଙ୍କୁ ବେହାଲ କରୁଛନ୍ତି ମଲାଇକା ଅରୋରା

ମଲାଇକା ଅରୋରା ନିଜ ବୋଲ୍ଡ ଲୁକରେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନ କଣନ୍ତି । ମାଲଦ୍ୱୀପ ଭ୍ରମଣରୁ ଫେରିବା ପରେ ମଲାଇକା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଗୋଟିଏ ପରେ ଗୋଟିଏ ସେ ବୋଲ୍ଡ ଲୁକରେ ତାଙ୍କର ଅନେକ ଫଟୋ ଶେୟାର କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

  • |