Home » photogallery » entertainment » MAHESH BHATT SPECIAL CONTROVERSY AND FACTS ABOUT RELATED TO HIS LIFE 2LPD 200921

Mahesh Bhatt B'day Spl: ବିବାଦ ଘେରରେ ସବୁବେଳେ ମହେଶ ଭଟ୍ଟ; ନିଜ ଝିଅଙ୍କ ସହ କରିଥିଲେ ଲିପ୍‌ଲକ୍

ବଲିଉଡର ଲୋକପ୍ରିୟ ମହେଶ ଭଟ୍ଟ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ, ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି । ସେ ଅନେକ ସମୟରେ ବିବାଦରେ ଛନ୍ଦି ହୋଇଥିଲେ। ସେଫ୍ଟେମ୍ବର ୨୦ରେ ନିଜ ଜନ୍ମ ଦିନ ପାଳନ କରନ୍ତି ମହେଶ ଭଟ୍ଟ ।

  • |