Home » photogallery » entertainment » LUBRICATION INCREASES SEX PLEASURE KNOW NATURAL LUBRICANTS 1AD 210921

ଲୁବ୍ରିକେସନ୍ ବଢ଼ାଇଦିଏ ଯୌନ ଆନନ୍ଦ; ଜାଣନ୍ତୁ ପ୍ରାକୃତିକ ସେକ୍ସ ଲୁବ୍ରିକାଣ୍ଟରୁ କ’ଣ ଲାଭ ମିଳେ

Lubrication increases sex pleasure know natural lubricants | ପ୍ରାକୃତିକ ଲୁବ୍ରିକାଣ୍ଟ୍ ସୃଷ୍ଟି ହେବାର ପ୍ରକ୍ରିୟା ମହିଳାଙ୍କ ମନରେ ଯୌନ ସମ୍ପର୍କ ବିଷୟରେ ଥିବା ମାନସିକ ସ୍ଥିତି ଉପରେ ନିର୍ଭର କରେ । ସେହି ଅନୁଯାୟୀ ତିଆରି ହୋଇଥିବା ଲୁବ୍ରିକାଣ୍ଟର ପରିମାଣ ଭିନ୍ନ ଭିନ୍ନ ମହିଳାଙ୍କଠାରେ ଭିନ୍ନ ହୋଇପାରେ ।

  • |