Home » photogallery » entertainment » KYLIE JENNER NEW DRESS DRAWS ATTENTION 1AD 070521

କାଇଲି ଜେନର୍‌ଙ୍କ ଏହି ନୂଆ ଡ୍ରେସ୍ ଫ୍ୟାଶନ୍ ଦୁନିଆର ଧ୍ୟାନ ତାଙ୍କ ଆଡ଼କୁ ଟାଣି ଆଣିଛି

୨୧ ବର୍ଷୀୟା କାଇଲି ଜେନର୍ ୧୪ ବର୍ଷ ବୟସରୁ ଫ୍ୟାଶନ୍ ବ୍ରାଣ୍ଡମାନଙ୍କ ସହ ସହଭାଗିତା କରି କାମ କରିବା ଆରମ୍ଭ କରିଥିଲେ । ଫୋର୍ବ୍ସ ପତ୍ରିକା ଅନୁଯାୟୀ ୨୦୧୯ରେ ସେ ବିଶ୍ୱର ସର୍ବକନିଷ୍ଠ ସ୍ୱୟଂ-ନିର୍ମିତ ବିଲିୟନେୟାର୍ ଥିଲେ ।

  • |