Home » photogallery » entertainment » KIARA ADVANIS SHERSHAAH LOOK RESEMBLES THE ACTRESS 2LPD 070921

କିୟାର ଆଡଭାନୀଙ୍କ ଲୁକ କପି୍ କରି ଫେମସ ହେଲେ ଜଣେ ଝିଅ; ଭାଇରାଲ ହେଉଛି ଫଟୋ…

ବଲିଉଡ୍ ଅଭିନେତ୍ରୀ କିୟାରା ଆଡଭାନୀ (Kiara Advani)କୁ ନେଇ ଚର୍ଚ୍ଚା, କାରଣ ତାଙ୍କ ଲୁକ୍ କପି୍ କରି ଜଣେ ଝିଅ ସୋସିଆଲ ମିଡ଼ିଆରେ କିଛି ଦିନରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନିକଟରେ ରିଲିଜ ହୋଇଥିବା କିୟାରାଙ୍କ ଫିଲ୍ମ ‘ଶେରଶାହ’ ଲୁକ ଆପଣାଇଛନ୍ତି ଏହି ଝିଅ, ଯାହାଙ୍କ ଫଟୋ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

  • |