DEEPIKA PADUKONE: ଦୀପିକା ପାଦୁକୋନ ( DEEPIKA PADUKONE ) ବୁଢି ହେଲେ ପରେ କେମିତି ଦେଖାଯିବେ କି ?
ନିକଟରେ ଆମେ ଆପଣଙ୍କୁ ଦେଖାଇଥିଲୁ ବଲିଉଡର ପ୍ରମୁଖ କଳାକାରମାନେ ବୃଦ୍ଧ ହେଲେ କିପରି ଦେଖାଯିବେ । ଆଜି ଆମେ ସେହି ପ୍ରତିଷ୍ଠିତ ଅଭିନେତ୍ରୀଙ୍କ ଫଟୋ ଆଣିଛୁ ଯାହା ଏଆଇ ( AI ) ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଲଚଲ କରୁଥିବା ଏହି ଶ୍ରେଷ୍ଠ ଅଭିନେତ୍ରୀମାନେ ବୃଦ୍ଧ ହେଲେ କିପରି ଦେଖାଯିବେ ତାହା ଆପଣଙ୍କୁ ଜଣାଇଛୁ । ଦେଖନ୍ତୁ, ଯେତେବେଳେ ଦୀପିକା ବୁଢି ହେବେ ତାଙ୍କ ଲୁକ୍ ଏପରି ରହିବ...
KATRINA KAIF: କ୍ୟାଟ୍ରିନା କୈଫ ( KATRINA KAIF ) ଧଳା କେଶରେ କିପରି ଦେଖାଯିବେ ?
ନିକଟରେ ଏକ ଡିଜିଟାଲ ସୃଷ୍ଟିକାରୀ ସାହିଦ୍ଙ୍କ (@sahixd) AI ସହାୟତାରେ ପ୍ରସ୍ତୁତ କରିଛି । ପୂର୍ବରୁ ରଣବୀର କପୁର, ଶାହରୁଖ ଖାନ, ହ୍ରିତିକ ରୋଶନ, ଅଲୁ ଅର୍ଜୁନ, ଆମୀର ଖାନ, ସଲମାନ ଖାନ, ମହେଶ ବାବୁ, ଅକ୍ଷୟ କୁମାର, ସହିଦ କପୁରଙ୍କ ଭଳି ତାରକାଙ୍କ ଚିତ୍ର ଏଆଇ ( AI ) ସାହାଯ୍ୟରେ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ବୃଦ୍ଧାବସ୍ଥା ମଧ୍ୟ ସେମାନଙ୍କ ମୁହଁରେ ଦେଖାଯାଉଛି । ଦେଖନ୍ତୁ କେମିତି ଧଳା ଚୁଟିରେ ଦେଖାଯାଉଛନ୍ତି କ୍ୟାଟ୍ରିନା କୈଫ । ଆପଣ ତାଙ୍କୁ ଚିହ୍ନି ପାରୁଛନ୍ତି କି ?