Home » photogallery » entertainment » KATRINA KAIF SHARE ROMANTIC PHOTO WITH HUSBAND VICKY KAUSHAL COUPLE CHILLING IN SWIMMING POOL 3SSD 07052022

ପୁଲରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ବିକି-କ୍ୟାଟ୍ରିନା; ଫଟୋ ସେୟାର କଲେ ଅଭିନେତ୍ରୀ

ଗୋଟିଏ ଫଟୋରେ କ୍ୟାଟ୍ରିନା ଓ ଭିକି ସୁଇମିଂ ପୁଲରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ଅଭିନେତ୍ରୀ ବିକିଙ୍କୁ ଜୋରରେ ଆଲିଙ୍ଗନ କରିଛନ୍ତି ଓ ଭିକି ମଧ୍ୟ ତାଙ୍କ ପତ୍ନୀଙ୍କ ଅଣ୍ଟାକୁ ଧରିଛନ୍ତି।

  • |