Home » photogallery » entertainment » KAREENA KAPOOR AND KAJOL INTERESTING CONVERSATION VIRAL THESE BOLLYWOOD CELEBS ALSO SPOTTED IN MUMBAI 3SSD 04032022

Embarrassed! କରୀନାଙ୍କୁ ଏମିତି କଣ ପଚାରିଦେଲେ କାଜୋଲ? ଜାଣନ୍ତୁ ଏଠାରେ

ମୁମ୍ୱାଇର ଏକ ସୁଟିଂ ସେଟର ବାହାରେ କରୀନା ଓ କାଜୋଲ କଥା ହେଉଥିବାର ଦେଖିବାକୁ ମିଳିଥିଲା । ମାତ୍ର ସେମାନଙ୍କ କଥା କହିବା ଢ଼ଙ୍ଗୀ ଦେଖି ଲୋକମାନେ ସେମାନଙ୍କ କଥା ଶୁଣିବାକୁ ଉତ୍ସାହିତ ହୋଇଯାଇଥିଲେ ।

  • |