ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଘର ପ୍ରାୟତଃ ବଲିଉଡ ତାରକାମାନଙ୍କୁ ଦେଖିବାକୁ ମିଳିଥାଏ । ପୁଣି ଥରେ ମନୀଷଙ୍କ ଘରେ ଦେଖିବାକୁ ମିଳିଛି ସେଲିବ୍ରିଟିଙ୍କ ଭିଡ଼ । ବିଳମ୍ବିତ ରାତିରେ ସେ ତାଙ୍କ ଘରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟୀରେ, ବି-ଟାଉନର ଫେମସ ସେଲିବ୍ରିଟି ନିଜ ନିଜ ପତ୍ନୀମାନଙ୍କ ସହିତ ତାଙ୍କ ଘରେ ପହଞ୍ଚିଥିଲେ । (ଫଟୋ ସୌଜନ୍ୟ: ଭାଇରାଲ ଭାୟାନି)