ଅଭିନେତ୍ରୀ କଙ୍ଗନା ରାଣାୱତ (Kangana Ranawat) କେବଳ ନିଜ ଫିଲ୍ମ ପାଇଁ ନୁହେଁ ବରଂ ନିଜ ବିବୃତ୍ତି କାରଣରୁ ଖୁବ୍ ଚର୍ଚ୍ଚାରେ ରହନ୍ତି । ଏହି ଅଭିନେତ୍ରୀ ପ୍ରାୟତଃ ଏମିତି କିଛି କୁହନ୍ତି ଯେଉଁ କାରଣରୁ ତାଙ୍କ ପାଇଁ ଅଡୁଆ ଆସିଥାଏ । କିନ୍ତୁ ନିକଟରେ କଙ୍ଗନା ନିଜ ଚଳଚ୍ଚିତ୍ର କିମ୍ବା କୌଣସି ବିବୃତ୍ତି ପାଇଁ ନୁହେଁ, ବରଂ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଥିଲେ ।