ଏହି ଫଟୋଗୁଡ଼ିକରେ ସୋନାକ୍ଷୀ ଖୁସି ଥିବାର ଦେଖିବାକୁ ମିଳୁଛି। ଫୋଟ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, 'ଏହା ମୋ ପାଇଁ ଏକ ବଡ଼ ଦିନ !!! ମୋର ସବୁଠୁ ବଡ଼ ସ୍ୱପ୍ନ ସାକାର ହେଉଛି… ଏବଂ ମୁଁ ଏହାକୁ ସମସ୍ତଙ୍କ ସହ ବାଣ୍ଟିବାକୁ ଅପେକ୍ଷା କରିପାରିବି ନାହିଁ। ବିଶ୍ୱାସ କରିପାରିବ ନାହିଁ ଯେ ଏହା ସହଜ ଥିଲା।