Home » photogallery » entertainment » IS AISHWARYA RAI BACHCHAN PREGNANT AGAIN 1AD 240821

ଐଶ୍ୱର୍ଯ୍ୟା ରାୟ ବଚ୍ଚନ କ’ଣ ପୁଣି ଗର୍ଭବତୀ ହୋଇଛନ୍ତି? ତାଜା ଫଟୋରୁ ଜନ୍ମ ହେଲା କଳ୍ପନା ଜଳ୍ପନା

Aishwarya Rai Bachchan photos spark speculation on her pregnancy | ସବୁ ଫଟୋରେ ଐଶ୍ୱର୍ଯ୍ୟା ନିଜ ପେଟ ଆଗରେ ନିଜ ହାତ ରଖିଥିବା ଦେଖାଯାଇଥିଲା । ଗୃପ୍ ଫଟୋରେ ଐଶ୍ୱର୍ଯ୍ୟା ଅନ୍ୟମାନଙ୍କ ପଛରେ ଠିଆ ହୋଇଥିଲେ । ଏ ସବୁ ଦେଖି ସେ ଗର୍ଭବତୀ ବୋଲି ଅନେକ ପ୍ରଶ୍ନ କରିଥିଲେ ।

  • |

ସାମ୍ପ୍ରତିକ ଖବର