ମୁମ୍ବାଇ: ୧୯୮୯ ସେପ୍ଟେମ୍ବ ୧୧ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅଭିନେତ୍ରୀ ସୁରଭି ଚନ୍ଦନା ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ । ଟିଭି ବ୍ୟତୀତ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ସେ । ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫ୍ୟାନ୍ସ ତାଙ୍କୁ ଫଲୋ କରୁଛନ୍ତି । ଅତ୍ୟନ୍ତ ବୋଲ୍ଡ ଓ ସୁନ୍ଦର ସବୁବେଳେ ଦେଖାଯାଆନ୍ତି ଅଭିନେତ୍ରୀ । ସେ ଅନେକ ସମୟରେ ନିଜର ସୁନ୍ଦର ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରନ୍ତି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁରଭି ଚନ୍ଦନା)