Home » photogallery » entertainment » HAPPY BIRTHDAY SURBHI CHANDNA NAAGIN ACTRESS BOLD AND BEAUTIFUL PHOTOS SET THE INTERNET ON FIRE 2LPD 110921

୩୨ ବର୍ଷରେ ପାଦ ଥାପିଲେ ଟିଭିର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନା; ବୋଲ୍ଡ ଆଣ୍ଡ ସେକ୍ସି ଅନ୍ଦାଜରେ ଜିତୁଛନ୍ତି ଫ୍ୟାନ୍ସଙ୍କ ମନ

ଟିଭିର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକ ନାହିଁ । ସେ ନିଜର ବୋଲ୍ଡ ଫଟୋ ଓ ଷ୍ଟାଇଲିସ୍ ଲୁକ୍ ପାଇଁ ସୋସିଆଲ ମିଡ଼ିଆରେ ବେଶ୍ ଜଣାଶୁଣା । 'ନାଗିନ୍ ୫' ଫେମ୍ ଅଭିନେତ୍ରୀ ଆଜି ତାଙ୍କର ୩୨ତମ ଜନ୍ମଦିନ ପାଳନ କରୁଛନ୍ତି ।

  • |