ଆଜି ସାଉଥ ସିନେମାର ସୁପରଷ୍ଟାର ଅଭିନେତ୍ରୀ ତଥା 'ବାହୁବଳୀ' ଫେମ ରାମ୍ୟା କୃଷ୍ଣନଙ୍କ ୫୧ତମ ଜନ୍ମଦିନ । ସେ ୧୯୭୦ ସେପ୍ଟେମ୍ବର ୧୫ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ପ୍ରଭାସଙ୍କ ଫିଲ୍ମ 'ବାହୁବଳୀ'ରୁ ରାମ୍ୟା ଉଭୟ ନାମ ଓ ଖ୍ୟାତି ଅର୍ଜନ କରିଥିଲେ । ଏଥିରେ ସେ ତାଙ୍କ ମାତା ଶିବଗାମିଙ୍କ ଭୂମିକାରେ ଅଭିନୟ କରିଥିଲେ। ତେବେ ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା…