Home » photogallery » entertainment » HAPPY BIRTHDAY RAMYA KRISHNAN INTIMATE SCENE WITH BOLLYWOOD STARS 2LPD 150921

ଅନିଲ କପୁରଙ୍କ ଠୁ ନେଇ ୬ ଜଣ ଷ୍ଟାର୍ସଙ୍କ ସହ ଫିଲ୍ମରେ ରୋମାନ୍ସ କରିସାରିଛନ୍ତି ‘ବାହୁବଳୀ’ ଫେମ ରାମ୍ୟା

Happy Birthday Ramya krishnan: ପ୍ରଭାସଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ 'ବାହୁବଳୀ' ଫେମ ଶିବଗାମି ଅର୍ଥାତ୍ ରାମ୍ୟା କୃଷ୍ଣନ୍ କେବଳ ଦକ୍ଷିଣରେ ନୁହେଁ ହିନ୍ଦୀ ସିନେମାରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣ କରିସାରିଛନ୍ତି । ଫିଲ୍ମ 'ବାହୁବଳୀ'ରେ ତାଙ୍କ ଚରିତ୍ର ସହିତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅଭିନେତ୍ରୀ ରାମ୍ୟା ୨୪ ବର୍ଷ ବଡ଼ ଅଭିନେତାଙ୍କ ସହ ରୋମାନ୍ସ କରିଛନ୍ତି ।

  • |