ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହା ଏକ ରାଜକୀୟ ବିବାହ ହେବ, ଯେଉଁଥି ପାଇଁ ଜୟପୁରର ୪୫୦ ବର୍ଷ ପୁରୁଣା ଦୁର୍ଗ ବୁକ୍ ହୋଇଛି। ଏହିଠାରେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବାହାରକୁ ଆସିଥିବା ପ୍ରସ୍ତୁତି ରିପୋର୍ଟରୁ ଜଣାପଡ଼ିଛି ଯେ ବିବାହ ତାରିଖ ପାଖେଇ ଆସିଲାଣି। ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ହଂସିକା।