Home » photogallery » entertainment » GOLD MAN BAPPI LAHIRI PASSES AWAY WHY LAHIRI WEAR SO MUCH GOLD JEWELLERY 2LPD 16022

କାହିଁକି ଅଧିକ ସୁନା ପିନ୍ଧିବାକୁ ପସନ୍ଦ କରୁଥିଲେ ବାପି ଦା; ଏକ ସାକ୍ଷାତକାରରେ କରିଥିଲେ ଖୁଲାସା

୭୦ଦଶକରେ ଡିସ୍କୋ ଓ ରକ୍ ମ୍ୟୁଜିକ୍ ସହିତ ବଲିଉଡର ପରିଚୟ ଦେଇଥିବା ସଙ୍ଗୀତ ରଚନା ବାପି ଲାହିରିଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୁହାଯାଉଛି ଯେ ବାପି ଲାହିରି ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ମୃତ୍ୟୁ ବରଣ କରିଛନ୍ତି। ବାପି ଲାହିରି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଓ କ୍ରିଟି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

  • |